ପାଓ୍ଵାରଗ୍ରିଡ୍‌ର ନୂଆ ନିର୍ଦେଶକ

ନୂଆଦିଲ୍ଲୀ: ପାଓ୍ଵାରଗ୍ରିଡ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡର ନିର୍ଦେଶକ (ଅପରେସନ୍ସ) ଭାବେ ସୀମା ଗୁପ୍ତା ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀମତୀ ଗୁପ୍ତା ଏହି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ କମ୍ପାନିରେ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଉତ୍ତରାଞ୍ଚଳ-୧)ର କାର୍ଯ୍ୟଭାର ସମ୍ଭାଳୁଥିଲେ।

ସମ୍ବନ୍ଧିତ ଖବର