ଭୁବନେଶ୍ବର: ଜେଏସଡବ୍ଲୁ ସିମେଣ୍ଟଏହାର ଉତ୍ପାଦନ କ୍ଷମତାକୁ ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରଖିଛି। ବର୍ତମାନ ଏହା ପଶ୍ଚିମବଙ୍ଗର ସାଲବୋନିଠାରେ ଥିବା କାରଖାନାରେ ସବୁଜ ସିମେଣ୍ଟ୍ ଉତ୍ପାଦନ କରି ପୂର୍ବାଞ୍ଚଳ ବଜାରର ଚାହିଦା ପୂରଣ କରୁଛି। କଂପାନି ତରଫରୁ ଓଡ଼ିଶାରେ ଏକ ନୂତନ ପ୍ରକଳ୍ପ ସ୍ଥାପନ କରାଯିବ। ଏହା ବ୍ୟତୀତ ଶିବା ସିମେଣ୍ଟ୍ ପ୍ଲାଣ୍ଟ୍ର ମଧ୍ୟ ସମ୍ପ୍ରସାରଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।
ଉତ୍ପାଦନ କ୍ଷମତା ବଢ଼ାଇବ ଜେଏସଡବ୍ଲୁ ସିମେଣ୍ଟ୍
/sambad/media/post_attachments/wp-content/uploads/2019/05/jsw-cement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)