ଭୁବନେଶ୍ୱର: ନେପାଳର କାଠମାଣ୍ଡୁସ୍ଥିତ ତ୍ରିଭୂବନ ୟୁନିଭରସିଟିର ପ୍ରଫେସର ରାଧେଶ୍ୟାମ ପ୍ରଧାନ ବିଜିୟୁ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ବିଜିୟୁର ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ। ବିଜିୟୁର କୁଳପତି ପ୍ରଫେସର ସୁଧାକର ପଣ୍ଡା ଓ ରେଜିଷ୍ଟ୍ରାର ଡକ୍ଟର ବି.କେ ଦାସ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଧିତ କରିଥିଲେ।
ପ୍ରଫେସର ରାଧେଶ୍ୟାମ ପ୍ରଧାନଙ୍କ ବିଜିୟୁ ପରିଦର୍ଶନ
/sambad/media/post_attachments/wp-content/uploads/2018/03/Radheshyampradhan1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)