ଭୁବନେଶ୍ବର: ବିଭିନ୍ନ ପ୍ରକାର ଆଚାର ତିଆରି ପାଇଁ ପୁଷ୍ପ ବ୍ରାଣ୍ଡ୍ ପକ୍ଷରୁ ସ୍ବାଦିଷ୍ଟ ଓ ଶୁଦ୍ଧ ମସଲା ପ୍ରସ୍ତୁତ କରାଯାଇ ବଜାରରେ ଉପଲବ୍ଧ କରାଯାଇଛି। ଏବେ ବଜାରରେ ବହୁମାତ୍ରାରେ କଞ୍ଚା ଆମ୍ବ ମିଳୁଛି। ଏଥିରେ ଗୃହିଣୀମାନେ ଆଚାର ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ମସଲା ପ୍ରସ୍ତୁତ କରିବାକୁ ପଡ଼ୁଛି। କିନ୍ତୁ ପୁଷ୍ପ ବ୍ରାଣ୍ଡ୍ର ମସଲାରେ ପ୍ରସ୍ତୁତ ଆଚାରରେ ପାରମ୍ପରିକ ସ୍ବାଦ ମିଳିଯାଉଛି। କେବଳ କଞ୍ଚା ଆମ୍ବ ଆଚାର ପାଇଁ ନୁହେଁ ଅନ୍ୟ ସବୁ ସାମଗ୍ରୀର ଆଚାର ପ୍ରସ୍ତୁତ ପାଇଁ ମଧ୍ର ପୁଷ୍ପ ବ୍ରାଣ୍ଡ୍ର ମସଲା ଉପଲବ୍ଧ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ପୁଷ୍ପ ବ୍ରାଣ୍ଡ୍ର ଆଚାର ମସଲା
/sambad/media/post_attachments/wp-content/uploads/2019/06/Untitled-10-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)