ନୂଆଦିଲ୍ଲୀ: ଭାରତରେ ରାଫେଲ୍ ଯୁଦ୍ଧ ବିମାନର ମୁଖ୍ୟ ଗଣ୍ଡି(ଫ୍ୟୁଜ୍ଲେଜ୍) ତିଆରି ହେବ। ଏଥିପାଇଁ ଫ୍ରାନ୍ସ କମ୍ପାନି ଡାସଲ୍ଟ ଏଭିଏସନ ଓ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଛି। ପ୍ରଥମ ଥର ପାଇଁ ଡାସଲ୍ଟ ଏଭିଏସନ ଫ୍ରାନ୍ସ ବାହାରେ ରାଫେଲର ମୁଖ୍ୟ ଅଂଶ (ଗଣ୍ଡି) ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ବାରା ବିମାନ ନିର୍ମାଣ କ୍ଷେତ୍ରରେ ଭାରତରେ ବଡ଼ଧରଣର ରାଶି ନିବେଶ ହେବ। ରାଜିନାମା ଅନୁସାରେ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ପକ୍ଷରୁ ହାଇଦ୍ରାବାଦଠାରେ ଏକ ଅତ୍ୟାଧୁନିକ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ।
ଭାରତରେ ନିର୍ମାଣ ହେବ ରାଫେଲ ବିମାନ ଅଂଶ
ଭାରତରେ ରାଫେଲ୍ ଯୁଦ୍ଧ ବିମାନର ମୁଖ୍ୟ ଗଣ୍ଡି(ଫ୍ୟୁଜ୍ଲେଜ୍) ତିଆରି ହେବ। ଏଥିପାଇଁ ଫ୍ରାନ୍ସ କମ୍ପାନି ଡାସଲ୍ଟ ଏଭିଏସନ ଓ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଛି। ପ୍ରଥମ ଥର ପାଇଁ ଡାସଲ୍ଟ ଏଭିଏସନ ଫ୍ରାନ୍ସ ବାହାରେ ରାଫେଲର ମୁଖ୍ୟ....
/sambad/media/post_attachments/wp-content/uploads/2017/11/aa-rafale_647_122615121442_112217043009.jpg)