ଭୁବନେଶ୍ୱର: ରାଜ ଇଲେକ୍ଟ୍ରୋନିକ୍ସରେ ମେଗା ଏସି ସେଲ୍ ଆରମ୍ଭ ହୋଇଛି। ଗ୍ରାହକମାନେ ଡିସେମ୍ବରରେ ଏସି କିଣିଲେ ୫୦% ପର୍ଯ୍ୟନ୍ତ ଲାଭ ପାଇପାରିବେ। ବଛା ବଛା ଏସି ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଜାନୁଆରିରୁ ଏସି ଦର ବଢ଼ିବାର ଆଶଙ୍କା ରହିଥିବାରୁ ଗ୍ରାହକମାନେ ଡିସେମ୍ବରରେ ଏସି କିଣି ଲାଭରେ ରହିପାରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ରାଜ ଇଲେକ୍୍ଟ୍ରୋନିକ୍ସରେ ଗ୍ରାହକମାନେ ସର୍ବନିମ୍ନ ଏବଂ ସହଜ କିସ୍ତି ଜରିଆରେ ନାମୀଦାମୀ କଂପାନିର ଷ୍ଟାର୍ ରେଟିଂ ଥିବା ଏସି ନେଇପାରିବେ। ବିନା ନଗଦରେ ଗ୍ରାହକମାନେ ଉତ୍ପାଦ କିଣିପାରିବେ। ଶୂନ ପ୍ରତିଶତ ଫାଇନାନ୍ସ ସୁବିଧା ମଧ୍ୟ ରହିଛି। ଏହି ଅଫର ରାଜ ଇଲେକ୍ଟ୍ରୋନିକ୍ସ, ରାଜ ଇଲେକ୍ଟୋନିକ୍ସ ପ୍ଲାଜା ଓ ବିଶ୍ୱାଳ ସେଲ୍ସରେ ଉପଲବ୍ଧ ହେଉଛି। ଏହି ଅବସରରେ ରାଜ ଇଲେକ୍ଟ୍ରୋନିକ୍ସର ମ୍ୟାନେଜିଂ ପାର୍ଟନର ପ୍ରକାଶ ବିଶ୍ୱାଳ କହିଛନ୍ତି କହିଛନ୍ତି ଯେ ବିଶ୍ୱାସନୀୟତା ହେଉଛି ସଫଳତାର ମୂଳ ଆଧାର। ସେ ଆରମ୍ଭରୁ ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି।
ରାଜ୍ ଇଲେକ୍ଟ୍ରୋନିକ୍ସରେ ମେଗା ଏସି ସେଲ୍
/sambad/media/post_attachments/wp-content/uploads/2017/12/raj-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)