ରାଜ୍‌ ଇଲେକ୍ଟ୍ରୋନିକ୍ସର ଷ୍ଟକ୍‌ କ୍ଲିୟରାନ୍ସ ସେଲ୍‌

ଭୁବନେଶ୍ୱର: ରାଜ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଷ୍ଟକ୍‌ କ୍ଲିୟରାନ୍ସ ସେଲ୍‌ ବିଷୟରେ ଘୋଷଣା କରାଯାଇଛି। ନାମୀଦାମୀ କଂପାନିର ଏସି ଓ ଓ୍ଵାସିଂ ମେସିନ୍‌ ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଏହି ଅଫର ଷ୍ଟକ୍‌ ଶେଷ ହେବା ପର୍ଯ୍ୟନ୍ତ ମିଳିବ। ଫୁଟବଲ୍‌ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ରାଜ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଏଲଇଡି ଟିଭି କିଣିଲେ ୭୦୦୦ ଟଙ୍କାର ହୋମ୍‌ ଥିଏଟର୍‌ ମାଗଣାରେ ପାଇବେ। ଗ୍ରାହକମାନେ ଡାଉନ୍‌ପେମେଣ୍ଟ୍‌ ନଦେଇ ୦% ସୁଧରେ ନିଜର ଉତ୍ପାଦ ନେଇାପରିବେ। ପେଟିଏମ୍‌ ମାଧ୍ୟମରେ ଉତ୍ପାଦ କିଣିଲେ ୧୦% କ୍ୟାସ୍‌ବ୍ୟାକ୍‌ ମିଳିବ।

ସମ୍ବନ୍ଧିତ ଖବର