ଜିଓ ପକ୍ଷରୁ ରଜ ମଉଜ

ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଅଞ୍ଚଳରେ ଥିବା ୧୧୦ଟି ଜେପି ଷ୍ଟୋର୍‌ରେ ରିଲାଏନ୍ସ ଜିଓ ପକ୍ଷରୁ ରଜ ମଉଜ ପାଳନ କରାଯାଇଛି। ଏହି ଅବସରରେ ଷ୍ଟୋର୍‌ଗୁଡ଼ିକ ପକ୍ଷରୁ ଗ୍ରାହକମାନଙ୍କୁ ମିଠେଇ, ପାନ ଆଦି ବଣ୍ଟନ କରାଯାଇଥିଲା। ଷ୍ଟୋର୍‌କୁ ରଜ ପାଇଁ ସ୍ୱତନ୍ତ୍ର ଭାବେ ସଜେଇ ଦିଆଯାଇଥିଲା। ଏହି ଉତ୍ସବ ପାଳନକୁ କଂପାନି ପକ୍ଷରୁ ଜିଓ ଫୋନ୍‌ ସଙ୍ଗେ ରଜ ମଉଜ ନାମ ଦିଆଯାଇଥିଲା।

ସମ୍ବନ୍ଧିତ ଖବର