ବ୍ରିଟେନ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ହୋଇପାରନ୍ତି ରାଜନ

ନୂଆଦିଲ୍ଲୀ, : ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବ୍ରିଟେନ୍‌ର କେନ୍ଦ୍ରୀୟ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ଇଂଲଣ୍ଡର ଗଭର୍ଣ୍ଣର ଭାବେ ନିଯୁକ୍ତ ହେବାର ଅନେକ ସମ୍ଭାବନା ରହିଛି। ଏହି ପଦ ପାଇଁ ବ୍ରିଟେନ ଜଣେ ବିଦେଶୀ ପ୍ରାର୍ଥୀଙ୍କ ସନ୍ଧାନରେ ରହିଛି। ଦେଶ ବାହାରର ପ୍ରାର୍ଥୀ ଭାବେ କେବଳ ରାଜନଙ୍କ ନାମ ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର