ଭୁବନେଶ୍ବର: ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ବାଇକ୍ ଟ୍ୟାକ୍ସି ସେବା ପ୍ରଦାନକାରୀ ସଂସ୍ଥା ରାପିଡୋ ଭୁବନେଶ୍ବର ଏବଂ କଟକ ସହରର ମତଦାତାମାନଙ୍କୁ ମାଗଣା ସେବା ପ୍ରଦାନ କରୁଛି। ମତଦାତାମାନେ ରାପିଡୋ ଆପ୍ ମାଧ୍ୟମରେ ଏହି ସେବା ପାଇପାରିବେ। ମତଦାତାମାନଙ୍କୁ ‘ଆଇ ଭୋଟ୍’ କୁପନ୍ ମାଧ୍ୟମରେ ଏହାକୁ ବୁକିଂ କରିପାରିବେ। ଏହା କେବଳ ମତଦାତାଙ୍କ ନିକଟରେ ମତଦାନ ଚାଲିଥିବା ସମୟରେ ଉପଲବ୍ଧ ହେବ ବୋଲି ରାପିଡୋର ସିଟି ମୁଖ୍ୟ ଶିବାଶିଷ ରଥ କହିଛନ୍ତି।
ମତଦାତାଙ୍କ ପାଇଁ ରାପିଡୋର ମାଗଣା ବାଇକ୍ ଟ୍ୟାକ୍ସି ସେବା
/sambad/media/post_attachments/wp-content/uploads/2019/04/rapio.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)