ପ୍ରକୃତ ଏଲ୍‌ଓୟୁକୁ ଗ୍ରହଣ କରିବ ପିଏନ୍‌ବି

ନୂଆଦିଲ୍ଲୀ: ୧୧ ହଜାର ୪୦୦ କୋଟି ଟଙ୍କାର ଠକେଇ ମାମଲାରେ କୌଣସି ମନ୍ଦ ଉଦ୍ଦେଶ୍ୟ ନରଖି ଜାରି କରାଯାଇଥିବା ଏଲ୍‌ଓୟୁ(ଲେଟର୍ସ ଅଫ୍‌ ଅଣ୍ଡରଟେକିଂ) ଏବଂ ଏଫ୍‌ଏଲ୍‌ସି( ଫରେନ୍‌ ଲେଟର୍ସ ଅଫ୍‌ କ୍ରେଡିଟ୍‌)କୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ମାନିନେବ ବୋଲି କହିଛନ୍ତି। ଦେଶର ଆଇନ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ରହିଥିବା ନିୟମାବଳୀ ଅନୁଯାୟୀ ଏଗୁଡ଼ିକୁ ବ୍ୟାଙ୍କ ଗ୍ରହଣ କରିବ ବୋଲି ପିଏନ୍‌ବି ପକ୍ଷରୁ ଏହାର େଓ୍ଵବସାଇଟ୍‌ରେ କୁହାଯାଇଛି

ସମ୍ବନ୍ଧିତ ଖବର