ଭୁବନେଶ୍ବର: ରିଅଲ୍ମି ତରଫରୁ ଦୁଇଟି ପ୍ରିମିୟମ୍ ମଡେଲ୍ ରିଅଲ୍ମି ଏକ୍ସ ଓ ରିଅଲ୍ମି ୩ଆଇକୁ ଉନ୍ମୋଚନ କରାଯାଇଛି। ଏହି ରିଅଲମି ଏକ୍ସରେ ସ୍ନାପ୍ଡ୍ରାଗନ୍ ୭୧୦ ପ୍ରୋସେସର, ଇନ୍ ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ୍ ପ୍ରଯୁକ୍ତି ଓ ୩୭୬୫ ଏମ୍ଏଏଚ୍ ବ୍ୟାଟେରି ରହିଛି। ଏହାର ମୂଲ୍ୟ ୧୬,୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ସେହିପରି ରିଅଲମି ୩ଆଇର ମୂଲ୍ୟ ୭୯୯୯ ଟଙ୍କା ରହିଛି। ଆଜି ଠାରୁ ଏହି ଦୁଇ ଫୋନ୍ର ବିକ୍ରି ଫ୍ଲିପ୍କାର୍ଟରେ ଆରମ୍ଭ ହୋଇଛି।
ରିଅଲ୍ମି ଆଣିଲା ପ୍ରିମିୟମ୍ ଫୋନ୍
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)