ଭୁବନେଶ୍ବର: ରିଅଲ ମି’ ପକ୍ଷରୁ ସହିଦ ନଗର ଓ ବାପୁଜୀ ନଗର ଠାରେ ଥିବା ୟୁନିକର୍ଣ୍ଣ ମୋବାଇଲ୍ ସପ୍ରେ ଏହାର ନୂଆ ସ୍ମାର୍ଟଫୋନ୍ ‘ରିଅଲ୍ମି ୩ପ୍ରୋ’କୁ ଉନ୍ମୋଚନ କରାଯାଇଛି। ଏହାର ସାମ୍ନାରେ ୧୬+୫ ଏମ୍ପି କ୍ୟାମେରା ରହିଥିବା ବେଳେ ପଛରେ ୨୫ ଏମ୍ପି କ୍ୟାମେରା ରହିଛି। ଏହି ଫୋନ୍ ପାଇଁ ଆଗୁଆ ବୁକିଙ୍ଗ କରିଥିବା ୨୫ ଜଣ ଗ୍ରାହକଙ୍କୁ ୟୁନିକର୍ଣ୍ଣ ପକ୍ଷରୁ ମୋବାଇଲ୍ ହସ୍ତାନ୍ତର କରାଯାଇଥିଲା। ଏହି ଅବସରରେ କଂପାନିର ରାଜ୍ୟ ମୁଖ୍ୟ ନିସ୍କଳଙ୍କ ମହାନ୍ତି, ବିତରକ ସୁମିତ ଅଗ୍ରୱାଲ ଏବଂ ୟୁନିକର୍ଣ୍ଣ ମୋବାଇଲ୍ ସପ୍ର ସୂର୍ଯ୍ୟ ରଞ୍ଜନ ପାତ୍ର ଉପସ୍ଥିତ ଥିଲେ।
ବଜାରରେ ‘ରିଅଲ୍ମି ୩ ପ୍ରୋ’
/sambad/media/post_attachments/wp-content/uploads/2019/05/realim.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)