ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ରିଲାଏନ୍ସ ଡିଜିଟାଲ ଗ୍ରାହକଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରି-ବୁକିଂ ଅଫର୍ ଘୋଷଣା କରିଛି। ଚଳିତମାସ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୦୦୦ ଟଙ୍କା ପଇଠ କରି ଗ୍ରାହକମାନେ ସାଧାରଣତନ୍ତ୍ର ଦିବସ ଅଫର ପାଇଁ ପ୍ରି ବୁକିଂ କରିପାରିବେ। ଏହା କରିଥିବା ଗ୍ରାହକମାନେ ଯେତେବେଳେ ଚଳିତମାସ ୨୪ରୁ ୨୬ ତାରିଖ ମଧ୍ୟରେ କିଣାକିଣି କରିବେ ସେମାନଙ୍କୁ ଅତିରିକ୍ତ ୧୦୦୦ ଟଙ୍କାର ରିହାତି ମିଳିବ। ଏଥିସହିତ କ୍ୟାସବ୍ୟାକ୍ ସହିତ ନୋ କଷ୍ଟ୍ ଇଏମଆଇ ଏବଂ ସମସ୍ତ ସାଧାରଣତନ୍ତ୍ର ଦିବସ ଅଫରିଂର ସୁବିଧା ମିଳିବ। ରିଲାଏନ୍ସ ଡିଜିଟାଲ ଷ୍ଟୋର କିମ୍ବା ମାଇଁ ଜିଓ ଷ୍ଟୋର୍କୁ ଯାଇ କିମ୍ବା www.reliancedigital.inରେ ଲଗଇନ୍ କରି ଗ୍ରାହକମାନେ ପ୍ରି-ବୁକିଂ କରିପାରିବେ।
ରିଲାଏନ୍ସ ଡିଜିଟାଲ୍ର ପ୍ରି-ବୁକିଂ ଅଫର୍
/sambad/media/post_attachments/wp-content/uploads/2020/01/images-2-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)