ନୂଆଦିଲ୍ଲୀ : ରିଲାଏନ୍ସ ଡିଜିଟାଲ ପକ୍ଷରୁ ଦୀପାବଳି ଅଫର ଘୋଷଣା କରାଯାଇଛି। ରିଲାଏନ୍ସ ଡିଜିଟାଲ ଷ୍ଟୋର, ମାଇଁ ଜିଓ ଷ୍ଟୋର ଏବଂ www.reliancedigital.in ରେ ଏଥିପାଇଁ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଇଲେକଟ୍ରୋନିକ୍ସ ସାମଗ୍ରୀ ଉପରେ ସର୍ବୋତ୍କୃଷ୍ଟ ଡିଲ୍ ସହିତ ରିଲାଏନ୍ସ ଡିଜିଟାଲ ଗ୍ରାହକଙ୍କୁ ଏକ୍ସିସ ବ୍ୟାଙ୍କ, ସିଟି ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କର କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଏବଂ ଇଏମଆଇ କ୍ରୟରେ ୧୦ ପ୍ରତିଶତ ତୁରନ୍ତ ରିହାତି ପ୍ରଦାନ କରାଯାଉଛି। ଏହି ଅଫର ଆସନ୍ତା ମାସ ୭ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ । ଏଥିସହିତ ଟିଭି, ସ୍ମାର୍ଟଫୋନ, ଲାପ୍ଟପ୍, ରେଫ୍ରିଜରେଟର, ୱାସିଂ ମେସିନ, ୱିୟରେବଲ୍ସ ଏବଂ ହୋମ୍ ଆପ୍ଲାଏନସେସ୍ ଆଦି ବ୍ୟାପକ ବର୍ଗର ଉତ୍ପାଦ ଉପରେ ସ୍ବତନ୍ତ୍ର ଅଫର ରହିଛି। ଗ୍ରାହକଙ୍କୁ ୩ ଘଣ୍ଟା ମଧ୍ୟରେ ସାମଗ୍ରୀ ଡେଲିଭରି ଏବଂ ଷ୍ଟୋର ପିକ୍ ଅପ୍ ଭଳି ବିକଳ୍ପ ଯୋଗାଇ ଦିଆଯାଉଛି।
ରିଲାଏନ୍ସ ଡିଜିଟାଲର ଦୀପାବଳି ଅଫର୍
/sambad/media/post_attachments/wp-content/uploads/2021/10/reliance.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)