ରିଲାଏନ୍ସ ଜୁଏଲସ୍‌ରେ ଅଫର୍‌

ଭୁବନେଶ୍ୱର: ରିଲାଏନ୍ସ ଜୁଏଲସ ୍‌ ପକ୍ଷରୁ ଗ୍ରାହକଙ୍କ ପାଇଁ ବିଭିନ୍ନ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଏପ୍ରିଲ୍‌ ୬ରୁ ୨୨ ତାରିଖ ପର୍ଯ୍ୟନ୍ତ କିଣାକିଣି ଉପରେ ବିଶେଷ ଲାଭ ପାଇପାରିବେ। ସୁନା ଗହଣା ଗଢ଼ା ମୂଲ୍ୟ ଉପରେ ୪୦% ପର୍ଯ୍ୟନ୍ତ ରିହାତି ପାଇବେ। ୧୦ ଗ୍ରାମ ସୁନା କଏନ୍‌ କିମ୍ବା ୫୦ ଗ୍ରାମରୁ ଅଧିକ ରୁପା କଏନ୍‌ ଉପରେ ୫୦% ଫ୍ଲାଟ୍‌ ରିହାତି ପାଇବେ। ହୀରା ଗହଣା ଗଢ଼ା ମଜୁରି ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ରିଲାଏନ୍ସ ଜୁଏଲସ୍‌ ପକ୍ଷରୁ ପୁରୁଣା ସୁନାର ପରିବର୍ତ୍ତନରେ ନୂତନ ସୁନା କିମ୍ବା ହୀରାର କ୍ରୟରେ ଶୂନ ପ୍ରତିଶତ ଡିଡକ୍ସନ୍‌ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର