ରିଲାଏନ୍ସର ଲାଭ ୧୦,୧୦୪ କୋଟି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ବ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମସାରେ ୧,୭୨,୯୫୬ କୋଟି ଟଙ୍କାରେ ପହଞ୍ଚିଛି। ଉକ୍ତ ତ୍ରୟମାସରେ କମ୍ପାନିର ନିଟ୍ ଲାଭ ୧୦,୧୦୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରିଟେଲ ବ୍ୟବସାୟର ରାଜସ୍ବରେ ୪୮% ବୃଦ୍ଧି ଘଟି ୩୮,୧୮୬ କୋଟି ଟଙ୍କାରେ ପହଞ୍ଚିଛି। ରିଲାଏନ୍ସ ରିଟେଲର ମୋଟ ଷ୍ଟୋର ସଂଖ୍ୟା ୧୦,୬୪୪କୁ ବୃଦ୍ଧି ପାଇଛି। ଜିଓର ନିଟ୍ ଲାଭ ୪୫.୬% ବଅଦ୍ଧି ଘଯି ୮୯୧ କୋଟି ଟଙ୍କା ଛୁଇଁଛି। ଜିଓର ଗ୍ରାହକସଂଖ୍ୟା ୩୩୧.୩ ନିୟୁତରେ ପହଞ୍ଚିଛି।

ସମ୍ବନ୍ଧିତ ଖବର