କାର୍‌ ଦର ବଢ଼ାଇବ ରେନଲ୍ଟ

ମୁମ୍ବାଇ: ରେନଲ୍ଟ ଇଣ୍ଡିଆ ପକ୍ଷରୁ କାର୍‌ ମୂଲ୍ୟରେ ୧.୫% ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। ଜାନୁଆରି ଠାରୁ କଂପାନିର କାର୍ ଦର ବଢ଼ିବ। ଏହା ପୂର୍ବରୁ ମାରୁତି ସୁଜୁକି, ସ୍କୋଡ଼ା, ଆଇସୁଜୁ ଓ ଟୟୋଟା କିର୍ଲୋସ୍କର ଭଳି କଂପାନି ସେମାନଙ୍କ ବିଭିନ୍ନ ମଡେଲ୍‌ର ଦର ବଢ଼ାଇବେ ବୋଲି ଘୋଷଣା କରିସାରିଛନ୍ତି।

ସମ୍ବନ୍ଧିତ ଖବର