ନୂଆଦିଲ୍ଲୀ: ଅନ୍ତରୀଣ ଲାଭାଂଶ ପ୍ରଦାନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ କୁହାଯିବ ବୋଲି ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଗର୍ଗ କହିଛନ୍ତି। ଗତବର୍ଷ ରିଜର୍ଭ ବ୍ୟାଙ୍କ ୧୦ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ଦେଇଥିଲା। ରିଜର୍ଭ ବ୍ୟାଙ୍କର ଅର୍ଥନୈତିକ ପୁଞ୍ଜି ରୂପରେଖ ପାଇଁ ଯେଉଁ କମିଟି ଗଠନ କରାଯାଉଛି ତାହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଗଲାଣି ବୋଲି ସେ କହିଛନ୍ତି।
ରିଜର୍ଭ ବ୍ୟାଙ୍କକୁ ଅନ୍ତରୀଣ ଲାଭାଂଶ ମାଗିବେ ସରକାର
/sambad/media/post_attachments/wp-content/uploads/2018/12/no-rift-with-reserve-bank-of-india-say-senior-government-officials.jpg)