ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବ। ପରମ୍ପରା କ୍ରମେ ଏହି ବୈଠକରେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଯୋଗଦେଇ ବଜେଟ୍ ଉପରେ ଉଦବୋଧନ ଦେବେ। ବଜେଟରେ ନିଆଯାଇଥିବା ପ୍ରମୁଖ ଯୋଜନା ସମ୍ପର୍କରେ ବୋର୍ଡକୁ ଅବଗତ କରାଇବେ। ମୁଦ୍ରାନୀତି କମିଟି ଆସନ୍ତା ୭ ତାରିଖରେ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ପ୍ରକାଶ କରିବ। ଏହାର ଦିନକ ପରେ ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ହେବ।
ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକ ୯ରେ
/sambad/media/post_attachments/wp-content/uploads/2019/01/no-rift-with-reserve-bank-of-india-say-senior-government-officials-2.jpg)