ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ନୂଆଦିଲ୍ଲୀ,: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ସରକାରୀ ବ୍ୟାଙ୍କ ଗୁଡ଼ିକର ମୁଖ୍ୟମାନଙ୍କୁ ଭେଟିଛନ୍ତି। ଆସନ୍ତାମାସ ୭ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଷଷ୍ଠ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ପ୍ରକାଶ କରିବ। ନୂଆ ଗଭର୍ଣ୍ଣର ଶ୍ରୀ ଦାସଙ୍କର ଏହା ହେବ ପ୍ରଥମ ମୁଦ୍ରାନୀତି ସମୀକ୍ଷା। ଏହାର କିଛିଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସରକାରୀ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟି ସେମାନଙ୍କ ସହିତ ବ୍ୟାଙ୍କ ଶିଳ୍ପ ଓ ଅର୍ଥନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର