ଭୁବନେଶ୍ବର: ହୋଣ୍ଡା ପକ୍ଷରୁ ସାରା ଦେଶରେ ସଡ଼କ ସୁରକ୍ଷା ସଚେତନତା ସପ୍ତାହ (ଫେବ୍ରୁଆରି ୪-୧୦) ପାଳନ କରାଯାଉଛି। ଏହି ଅବସରରେ ଲୋକମାନଙ୍କୁ ହେଲ୍ମେଟ୍ ପିନ୍ଧିବାର ଆବଶ୍ୟକତା ଓ ସଡ଼କରେ ଗାଡ଼ି ଚଲାଇବା ବେଳେ କେଉଁ ସବୁ ନିରାପତ୍ତା ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, ସେବିଷୟରେ ସଚେତନ କରାଯାଉଛି। ଦେଶର ୫୮୦୦ଟି ସ୍ଥାନରେ ହେଲ୍ମେଟ୍ ଉପରେ ଲୋକଙ୍କୁ ସଚେତନ କରାଯାଉଛି। ସେହିପରି ବିଭିନ୍ନ ସ୍ଥାନରେ ଥିବା ୧୩ଟି ଟ୍ରାଫିକ୍ ପାର୍କରେ ୭୫୦୦ରୁ ସଚେତନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାୟ ୨୨ ହଜାରରୁ ଅଧିକ ହୋଣ୍ଡା ସହଯୋଗୀ ସଡ଼କ ସୁରକ୍ଷା ଶପଥ ପାଠ କରିବେ ବୋଲି କଂପାନିର ଉପସଭାପତି (ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ) ପ୍ରଭୁ ନାଗରାଜ କହିଛନ୍ତି।
ହୋଣ୍ଡାର ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ
/sambad/media/post_attachments/wp-content/uploads/2019/02/Untitled-12-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)