ଭୁବନେଶ୍ବର: ସମାଜ କଲ୍ୟାଣମୂଳକ କାର୍ଯ୍ୟରେ ଜଡ଼ିତ ରାଉଣ୍ଡ୍ ଟେବୁଲ୍ ଇଣ୍ଡିଆ (ଆର୍ଟିଆଇ) ପକ୍ଷରୁ ଦେଶବ୍ୟାପୀ ଚଳିତମାସ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଆରଟିଆଇ ସପ୍ତାହ ପାଳିତ ହେଉଛି। ଏହା ଜରିଆରେ ସୁସ୍ଥ ଜୀବନଶୈଳୀ ଏବଂ ସ୍ବଚ୍ଛ ପରିବେଶର ଗୁରୁତ୍ବ ଉପରେ ସଚେତନତା ସୃଷ୍ଟି କରାଯାଉଛି। ଆର୍ଥିକ ଅନଗ୍ରସରଙ୍କ ପାଇଁ ଶୀତ ବସ୍ତ୍ର ବଣ୍ଟନ ଏବଂ ଶିଶୁ ଉତ୍ପୀଡ଼ନ ସଚେତନତା କାର୍ଯ୍ୟକ୍ରମ ସହ ମୂକ ବଧିର ସ୍କୁଲ ପିଲାଙ୍କ ପାଇଁ ଶପିଂ କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯକ୍ରମର ଅଂଶସ୍ବରୂପ ଭୁବନେଶ୍ବର ଏବଂ କଟକର ୪୦୦ ଆର୍ଥିକ ଅନଗ୍ରସର ପିଲାଙ୍କୁ ଏସ୍ପ୍ଲାନେଡ୍ ମଲ୍ ସିନେପଲିସ୍ରେ ସିନେମା ଦେଖାଇଛନ୍ତି।
ରାଉଣ୍ଡ୍ ଟେବୁଲ୍ ଇଣ୍ଡିଆର ଆର୍ଟିଆଇ ସପ୍ତାହ
/sambad/media/post_attachments/wp-content/uploads/2019/11/d56h4d5h64f56h4fsd5h4sf56h4s56fh4fs56h4sf56h4sfsfsfsfsfsfsfsfsfsfsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)