ରୟାଲ୍‌ ଏନ୍‌ଫିଲ୍ଡର ନୂଆ ବୁଲେଟ୍‌ ଏକ୍ସ

ଭୁବନେଶ୍ବର: ଲୋକପ୍ରିୟ ବାଇକ୍ କଂପାନି ରୟାଲ୍‌ ଏନ୍‌ଫିଲ୍ଟ ଏହାର ନୂଆ ମଡେଲ୍‌ ବୁଲେଟ୍‌ ଏକ୍ସକୁ ଉନ୍ମୋଚନ କରିଛି। ୩୫୦ ସିସିର ଏହି ନୂଆ ବାଇକ୍ ଖିମଜୀ ଅଟୋମୋବାଇଲ୍‌ସରେ ବିକ୍ରି ହେଉଛି। ଏହା ତିନିଟି ଆକର୍ଷଣୀୟ ରଙ୍ଗରେ ଆସିଛି। ଏଥିରେ ସିଙ୍ଗଲ୍ ଚ୍ୟାନେଲ୍ ଏବିଏସ୍‌ ବ୍ୟବସ୍ଥା ରହିଛି। ଗଣେଶ ପୂଜା ଉପଲକ୍ଷେ ଏହି ବାଇକ୍ ଉପରେ ସ୍ବତନ୍ତ୍ର ଏକ୍ସଚେଞ୍ଜ ସୁବିଧା ପ୍ରଦାନ କରାଯାଉଛି। ଗ୍ରାହକମାନେ ୯୯୯୯ ଟଙ୍କାର ଡାଉନ୍‌ ପେମେଣ୍ଟ୍‌ ଦେଇ ବୁଲେଟ୍‌ ଏକ୍ସକୁ କିଣିପାରିବେ। ରୟାଲ୍‌ ଏନ୍‌ଫିଲ୍ଡର ବ୍ୟାପକ ବର୍ଗର ମଡେଲ୍‌ ଖିମ୍‌ଜୀ ଅଟୋମୋବାଇଲ୍ସର ଫୁଲନଖରା, ଜଗତସିଂହପୁର ଓ ସାଲେପୁର ସୋ’ରୁମ୍‌ରେ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର