ସୁପ୍ରିମ୍‌କୋର୍ଟରେ ୨୦୦୦ ଟଙ୍କିଆ ମାମଲା

ନୂଆଦିଲ୍ଲୀ : ବିନା ପରିଚୟପତ୍ରରେ ୨୦୦୦ ଟଙ୍କିଆ ବଦଳ କରିବା ଲାଗି ଲୋକମାନଙ୍କୁ ଦିଆଯାଇଥିବା ସୁବିଧାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରୁ ନିରାଶ ହୋଇଥିବା ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟ ସୁପ୍ରିମ୍‌କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଦୁଇ ଦିନ ତଳେ ତାଙ୍କ ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର