ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ୍ ଓ ଫେସବୁକ୍ ଡାଟା ପ୍ରୋସେସିଂ ପାଇଁ ଏହାର ମାଲିକାନା ସଂସ୍ଥା ମେଟା ଉପରେ ୩୯୦ ନିୟୁତ ୟୁରୋ ଜରିମାନା ଲାଗୁ କରାଯାଇଛି। ଅନଲାଇନ୍ରେ ବିଜ୍ଞାପନ ଲାଗି ଅନୁମତି ଦେବାକୁ ଗ୍ରାହକମାନଙ୍କୁ କଂପାନି ବାଧ୍ୟ କରିଥିବା ଅଭିଯୋଗ ରହିଛି। ନିଜ ଅନଲାଇନ୍ ଗୋପନୀୟତା ନୀତିର ଅପବ୍ୟବହାର ପାଇଁ କଂପାନି ଉପରେ ଏହି ଜରିମାନା ଲାଗୁ କରାଯାଇଛି। ଏହି ନୀତିରେ ସହମତ ହେବା ଲାଗି ଗ୍ରାହକମାନଙ୍କୁ ବାଧ୍ୟ ନକରିବାକୁ କଂପାନିକୁ ଆୟରଲ୍ୟାଣ୍ଡ୍ର ଡାଟା ପ୍ରୋଟେକ୍ସନ କମିସନ କହିଛନ୍ତି।
ମେଟା ଉପରେ ୩୯୦ ନିୟୁତ ୟୁରୋ ଜରିମାନା
/sambad/media/post_attachments/wp-content/uploads/2021/10/Meta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)