ବୈଦେଶିକ ମୁଦ୍ରା ଭଣ୍ଡାରରେ ୧୧,୮୦୦ କୋଟି ହ୍ରାସ

ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନାରେ ଟଙ୍କାକୁ ସବଳ ରଖିବା ଲାଗି ରିଜର୍ଭ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାରରୁ ୧୧,୮୦୦ କୋଟି ଡଲାର ବ୍ୟବହାର କରିଛି। ସେଥିପାଇଁ ମୁଦ୍ରା ଭଣ୍ଡାରରେ ଥିବା ରାଶି ୨୦୨୦ ଜୁଲାଇ ସ୍ତରକୁ ହ୍ରାସ ପାଇଛି। ଗତ ମାର୍ଚ୍ଚ ଶେଷ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାରରେ ୬୦,୭୦୦ କୋଟି ଡଲାର ମୂଲ୍ୟର ମୁଦ୍ରା ଥିଲା। ଚଳିତ ମାସ ୨୧ ତାରିଖ ସୁଦ୍ଧା ତାହା ୫୨,୪୫୨ କୋଟି ଡଲାରକୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର