ନୂଆଦିଲ୍ଲୀ : ଚଳିତ ଆର୍ଥିକବର୍ଷର ଆରମ୍ଭରୁ ଅକ୍ଟୋବର ୮ ତାରିଖ ମଧ୍ୟରେ ଦେଶରେ ମୋଟ ୮ ଲକ୍ଷ ୯୮ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ଆଦାୟ ହୋଇଛି। ଉଭୟ କର୍ପୋରେଟ୍ ଏବଂ ବ୍ୟକ୍ତିଗତ ଆୟକର ବାବଦରେ ଏହି ରାଶି ସରକାରଙ୍କୁ ମିଳିଛି। ଗତ ଆର୍ଥିକ ବର୍ଷର ଉପରୋକ୍ତ ସମୟ ତୁଳନାରେ ଏଥିରେ ପାଖାପାଖି ୨୪ ପ୍ରତିଶତ ବୃଦ୍ଧି ଘଟିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp