ଭୁବନେଶ୍ୱର : ଦଶହରା ଉପଲକ୍ଷେ ୟଙ୍ଗିସ୍ ଟାଉନ୍ ଫ୍ୟାସନ୍ ଆଣ୍ଡ୍ ଫ୍ରିଡମ୍ର ମେଗା ଅଫର ଘୋଷଣା କରାଯାଇଛି। ଭୁବନେଶ୍ୱରର ୨ଟି ସ୍ଥାନରେ ସୋ’ରୁମ କ୍ଲିୟରାନ୍ସ ସେଲ୍ ଅଫର୍ ଆରମ୍ଭ କରାଯାଇଛି। ଏଥିରେ ୫୦ରୁ ୮୦ ପ୍ରତିଶତ ରିହାତି୍ ଅଫର୍ ଆର୍ନ୍ତଜାତୀୟ ବ୍ରାଣ୍ଡେଡ୍ ରେଡିମେଡ୍ ଗାର୍ମେଣ୍ଟସ୍ ଓ ଜୋତା ଉପରେ ଅଫର ଚଳିତ ମାସ ୩୦ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି। ପୁରୁଷଙ୍କ ଷ୍ଟାଇଲିସ୍ ସାର୍ଟର ଦାମ୍ ୩୫୦ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଜିନ୍ସର ଦାମ୍ ୭୦୦ ଟଙ୍କାରୁ ଆରମ୍ଭ ହୋଇଛି। ରାମ ମନ୍ଦିର ଛକ ନିକଟରେ ଥିବା ଶୁଭମ୍ ମାର୍କେଟ୍ ଏବଂ କଟକ ରୋଡ୍ଠାରେ ଥିବା ହୋଟେଲ୍ ଭିଟସ୍ରେ ଏହି ସେଲ୍ ଚାଲିଛି। ସମ୍ପୂର୍ଣ୍ଣ ବିବରଣୀ ନିମନ୍ତେ ୮୩୨୮୮୨୪୮୭୨ ଏବଂ ୯୪୩୭୪୧୮୬୮୦ ନମ୍ବରରେ ଯୋଗାଯୋଗ କରାଯାଇପାରିବ।
ୟଙ୍ଗିସ୍ ଟାଉନ୍ର ମେଗା ଅଫର
/sambad/media/post_attachments/wp-content/uploads/2017/09/mega-lavmi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)