ସୋଚ୍‌ର ‘ରେଡ୍ ଡଟ୍ ସେଲ୍’

ଏହାର ସମସ୍ତ ଷ୍ଟୋର୍‌ରେ ଚଳିତ ମାସ ୧୯ ତାରିଖରୁ ରେଡ୍ ଡଟ୍ ସେଲ୍ ଆରମ୍ଭ କରିଛି। ଏହି ଅଫର୍ ମାଧ୍ୟମରେ ସୋଚ୍‌ର ସମସ୍ତ ଶାଢି, ସାଲୱାର କମିଜ୍, କୁର୍ତି, କ୍ଲାସିକ୍ ସୁଟ୍, ଡିଜିଟାଲ୍ ପ୍ରିଣ୍ଟେଡ୍‌ ଦୁପଟା ସେଟ୍, ପାରମ୍ପରିକ ବନାରସୀ ଦୁପଟା ଏବଂ ନୂଆ ପୋଷାକ ସମ୍ଭାର ଉପରେ ଗ୍ରାହକମାନେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ଅବସରରେ ଗ୍ରାହକମାନେ ଫିଜା, ଆଦ୍ୟା, ଜିଆ, ଜାନା, ଆଇଜା, ଜେବା, ଅବିରା ଭଳି ବ୍ରାଣ୍ଡ୍‌ର ପୋଷାକ ଆକର୍ଷଣୀୟ ମୂଲ୍ୟରେ ପାଇବେ। ପୋଷାକ ଦର ୩୯୮ ଟଙ୍କାରୁ ଆରମ୍ଭ ହୋଇଛି। ଗ୍ରାହକମାନେ ଟିସୁ, ସିଲ୍କ, ଜର୍ଜେଟ୍ ଓ ନେଟ୍ ଶାଢ଼ି ମଧ୍ୟ କିଣିପାରିବେ। ଅନଲାଇନ୍‌ରେ ମଧ୍ୟ ଗ୍ରାହକମାନେ ଏହି ଅଫର ପାଇପାରିବେ।

ସମ୍ବନ୍ଧିତ ଖବର