ଭୁବନେଶ୍ୱର: ସମ୍ମାନଜନକ ଇଂରାଜୀ କର୍ପୋରେଟ୍ ପତ୍ରିକା ‘ସିଏଫ୍ଓ-ଇଣ୍ଡିଆ’ ତରଫରୁ ‘ସମ୍ବାଦ’ର ବଜାର ହାଲ୍ଚାଲ୍ ସମ୍ଭର ଲେଖକ ଓମ୍ ପ୍ରକାଶ ଜଗତିଙ୍କୁ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ସିଏଫ୍ଓ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି। ମ୍ୟାନେଜମେଣ୍ଟ ଏଣ୍ଡ କଣ୍ଟ୍ରୋଲ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଗତ ୧୬ ତାରିଖ ଦିନ ମୁମ୍ବାଇର ଲୀଲା ହୋଟେଲରେ ସେବିର ପୂର୍ବତନ ଅଧ୍ୟକ୍ଷ ଏମ୍. ଦାମୋଦରନ୍ ଏହି ପୁରସ୍କାର ପ୍ରଦାନ କରିଥିଲେ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଶ୍ରୀ ଜଗତି ସଂପ୍ରତି ବେଙ୍ଗାଲୁରୁସ୍ଥିତ ବହୁଦେଶୀୟ କଂପାନି ଫାଉଲର୍ େଓ୍ଵସ୍ଟ୍ରୁପ୍ରେ ସିନିୟର ଭାଇସ୍ ପ୍ରେସିଡେଣ୍ଟ୍ ପଦରେ କାର୍ଯ୍ୟରତ ଅଛନ୍ତି।
ସମ୍ବାଦ’ ସ୍ତମ୍ଭକାର ସମ୍ମାନିତ
/sambad/media/post_attachments/wp-content/uploads/2018/03/ramprakash-jagati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)