ଆଖି ଇସାରାରୁ ହୋଇଥାଏ ଫୋନ୍‌ ଅନ୍‌ଲକ୍‌, ୨୦୧୭ରେ ବେଷ୍ଟ୍‍ ସ୍ମାର୍ଟ୍‌ଫୋନ୍‌ ପୁରସ୍କାର ପାଇଁ ବଛାଯାଇଛି ଏହି ଫୋନକୁ

ଏମିତି କ’ଣ ଫିଚର୍ସ୍‌ ରହିଛି ଏଥିରେ ଜାଣନ୍ତୁ

ଏହି ସ୍ମାଟ୍‌ର୍ଫୋନ୍‌ ଡିଭାଇସ୍‌କୁ ଓ୍ଵାର୍ଲ୍‌ଡ୍‌ ୨୦୧୭ରେବେଷ୍ଟ୍‍ ସ୍ମାର୍ଟ୍‌ଫୋନ୍‌ ଆଓ୍ଵାର୍ଡ୍‌ ଦିଆଯାଇଛି। ଗାଲେକ୍ସି ଏସ୍‌-୮କୁ ମୋବାଇଲ ଇଲ୍‌ ଇଣ୍ଡିଆନ୍‌ ଓ ଟେଲିଅନାଲିସିସ୍‌ରେ କରାଯାଇଥିବା ସର୍ଭେରେ ସବୁଠୁ ଅଧିକ ଭୋଟ୍‌ ମିଳିଥିଲା। ସାମ୍‌ସଙ୍ଗ୍‌ ଗାଲେକ୍ସିଏସ୍‌-୮ ବିକ୍ରି ରେକର୍ଡ ମଧ୍ୟ ଭାଙ୍ଗିଦେଲା।

ସମ୍ବନ୍ଧିତ ଖବର