ଏସ୍‌ବିଆଇ କାର୍ଡ ପେ’ ସେବା ଆରମ୍ଭ

ଭୁବନେଶ୍ବର: ଗ୍ରାହକମାନଙ୍କୁ ସ୍ପର୍ଶବିହୀନ ମୋବାଇଲ୍‌ ପେମେଣ୍ଟ୍‌ ସୁବିଧା ପ୍ରଦାନ କରିବା ଲାଗି ଏସ୍‌ବିଆଇ କାର୍ଡ ତରଫରୁ ଏସ୍‌ବିଆଇ କାର୍ଡ ପେ’ ନାମକ ନୂଆ ସେବା ଆରମ୍ଭ କରାଯାଇଛି। ହୋଷ୍ଟ୍‌ କାର୍ଡ ଏମୁଲେସନ୍ ପ୍ରଯୁକ୍ତିକୁ ଏଥିପାଇଁ ବ୍ୟବହାର କରାଯାଇଛି। ଗ୍ରାହକମାନେ ନିଅର ଫିଲ୍‌ଡ କମ୍ୟୁନିକେସନ୍ ସୁବିଧା ଥିବା ପଏଣ୍ଟ୍‌ ଅଫ୍‌ ସେଲ୍‌ ମେସିନ୍‌ରେ ମୋବାଇଲ୍ ଫୋନ୍ ମାଧ୍ୟମରେ ପେମେଣ୍ଟ୍‌ କରିପାରିବେ।

ସମ୍ବନ୍ଧିତ ଖବର