ଏସ୍‌ବିଆଇ କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ:କରୋନା ମହାମାରୀକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକ୍‌ଡାଉନ୍‌ (ତାଲା ବନ୍ଦ) ଘୋଷଣା କରିଛନ୍ତି। ଏହି ଅବଧିରେ ଅଫିସ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ବଡ଼ ପୁରସ୍କାର ଦେବାକୁ ଘୋଷଣା କରିଛି। ପ୍ରତି ୬ ଦିନର କାମ ପାଇଁ ଗୋଟିଏ ଦିନର ଅଧିକ ଦରମ ( ମୂଳ ବେତନ ସହିତ ମହଙ୍ଗା ଭତ୍ତା) ପ୍ରଦାନ କରିବ ବୋଲି ଷ୍ଟେଟ ବ୍ୟାଙ୍କ କହିଛି। ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏ ନେଇ ଏକ ସର୍କୁଲାର ଜାରି ହୋଇଛି।

ସମ୍ବନ୍ଧିତ ଖବର