ଭୁବନେଶ୍ବର: ଦେଶର ଅଗ୍ରଣୀ ଘରୋଇ ବୀମା କଂପାନି ଏସବିଆଇ ଲାଇଫ୍ର କାରବାର ପରିମାଣ ୨୦୧୮ ଡିସେମ୍ବର ସୁଦ୍ଧା ୩୨% ବୃଦ୍ଧି ପାଇ ୯୪୭୦ କୋଟି ଟଙ୍କା ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ କଂପାନିର କାରବାର ପରିମାଣ ୭୨୦୦ କୋଟି ଟଙ୍କା ହୋଇଛି। ନୂଆ ବ୍ୟବସାୟ ପ୍ରିମିୟମ ସଂଗ୍ରହ କରିବାରେ କଂପାନି ୧୭୦% ବୃଦ୍ଧି ହାସଲ କରିବା ସହ ୧୦୬୦ କୋଟି ଟଙ୍କା ଆଦାୟ କରିଛି। ଏସବିଆଇ ଲାଇଫ୍ର ଟିକସ ପରବର୍ତି ଲାଭ ୧୩% ବୃଦ୍ଧି ପାଇ ୮୭୦ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ସେହି ସମୟରେ ୭୭୦ କୋଟି ଟଙ୍କା ଥିଲା।
ଏସ୍ବିଆଇ ଲାଇଫ୍ କାରବାରରେ ୩୨% ବୃଦ୍ଧି
/sambad/media/post_attachments/wp-content/uploads/2019/01/download-1-57.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)