ଏସ୍‌ବିଆଇ-ପୂର୍ବତଟ ରେଳପଥ ରାଜିନାମା

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଓ ପୂର୍ବତଟ ରେଳପଥ ମଧ୍ୟରେ ଆର୍‌ପିଏଫ୍‌ ପରୀକ୍ଷା ପାଇଁ ଆବେଦନ ଫି ଆଦାୟ ନିମନ୍ତେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି। ବ୍ୟାଙ୍କର ଡିଜିଟାଲ ପ୍ଲାଟଫର୍ମ ଏମ୍‌ଓପିଏସ୍‌ ମାଧ୍ୟମରେ ଏହି ଫି ସଂଗ୍ରହ କରାଯିବ। ଏହି ଉତ୍ସବରେ ଏସ୍‌ବିଆଇର ଭୁବନେଶ୍ୱର ମଣ୍ଡଳର ସିଜିଏମ୍‌ ପ୍ରବୀନା କାଲା, ପୂର୍ବତଟ ରେଳବାଇର ଜିଏମ୍‌ ଉମେଶ ସିଂହ, ଜିଏମ୍‌(ନିରାପତ୍ତା) ଅତୁଲ ପାଠକ, ବ୍ୟାଙ୍କର ଡିସିଟିଓ ଅମିତ ସାକ୍‌ସେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର