ଶ୍ରୀକ୍ରିଷ୍ଣା କମିଟି ରିପୋର୍ଟ ଦେଖିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବ୍ୟକ୍ତିଗତ ଗୋପନୀୟ ତଥ୍ୟର ସୁରକ୍ଷାକୁ ନେଇ ଜଷ୍ଟିସ୍‌ ବିଏନ୍‌ ଶ୍ରୀକ୍ରିଷ୍ଣା କମିଟି ଯେଉଁ ରିପୋର୍ଟ ଦେଇଥିଲେ ତାହାକୁ ସରକାର ସୁପ୍ରିମକୋର୍ଟରେ ଉପସ୍ଥାପନ କରିବାକୁ ଚାହିଁଥିଲେ। କିନ୍ତୁ ସେହି ରିପୋର୍ଟକୁ କୋର୍ଟ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଆଧାରର ସାମ୍ବିଧାନିକ ବୈଧତା ଯାଞ୍ଚ କରୁଥିବା ଖଣ୍ଡପୀଠରେ ଏହି ରିପୋର୍ଟ ଉପସ୍ଥାପନ କରିବାକୁ ସରକାର ଚାହୁଁଥିଲେ। ଆଧାର ମାମଲାର ରାୟ ମେ’ ୧୦ ତାରିଖରେ ସଂରକ୍ଷିତ ରଖାଯାଇଛି।

ସମ୍ବନ୍ଧିତ ଖବର