ମୁମ୍ବାଇ: ଭାରତ ସରକାର ଅତିରିକ୍ତ ୫୦ ହଜାର କୋଟି ବଦଳରେ ୨୦ ହଜାର କୋଟି ଟଙ୍କାର ଋଣ କରିବେ ବୋଲି ଜଣାପଡ଼ିବା ପରେ ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ଖୁସି ହୋଇ ବିଭିନ୍ନ କଂପାନିର ସେୟାର କିଣି ନେଇଥିଲେ। ଏହାର ପ୍ରଭାବରେ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ପ୍ରଥମ ଥର ପାଇଁ ୩୫ ହଜାର ପଏଣ୍ଟ୍ ସ୍ତର ଅତିକ୍ରମ କରିଛି। ଆଜି ସେନ୍ସେକ୍ସ ୩୧୦ ପଏଣ୍ଟ ବୃଦ୍ଧି ସହିତ ୩୫,୦୮୧ ପଏଣ୍ଟ୍ରେ ବନ୍ଦ ହୋଇଛି।
ସେନ୍ସେକ୍ସ ୩୫ ହଜାର ପଏଣ୍ଟ ଟପିଲା
/sambad/media/post_attachments/wp-content/uploads/2017/12/sensex-up-400x265.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)