ମୁମ୍ବାଇ: ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟକୁ ନିବେଶକମାନେ ଜବରଦସ୍ତ ଢଙ୍ଗରେ ସ୍ବାଗତ କରିଥିଲେ। କାରବାର ଆରମ୍ଭ ହେବାର କିଛି ସମୟ ଭିତରେ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୧୩୪୧ ପଏଣ୍ଟ୍ ବୃଦ୍ଧି ପାଇ ୪୦ ହଜାର ସ୍ତର ଟପିଯାଇଥିଲା। ମାତ୍ର ଲାଭ ଆଶାରେ ନିବେଶକମାନେ ସେୟାର ବିକି ଦେବାରୁ ସେନ୍ସେକ୍ସ ୨୯୯ ପଏଣ୍ଟ୍ ହ୍ରାସ ପାଇ ୩୮,୮୧୧ ପଏଣ୍ଟ୍ରେ ବନ୍ଦ ହୋଇଛି।
ସେନ୍ସେକ୍ସ ୨୯୯ ପଏଣ୍ଟ୍ ଖସିଲା
/sambad/media/post_attachments/wp-content/uploads/2019/05/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)