ମୁମ୍ବାଇ: ଗତ ସପ୍ତାହର ଉତ୍ସାହ ଚଳିତ ସପ୍ତାହରେ ମଧ୍ୟ ବଜାୟ ରହିଛି। ଏଚଡିଏଫ୍ସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର ଆର୍ଥିକ ଫଳାଫଳ ଘୋଷଣା ପରେ ସେୟାର କିଣାରେ ଉତ୍ସାହ ଦେଖିବାକୁ ମିଳିଥିଲା। ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ଇକ୍ବିଟି ସେୟାର କିଣିବା ଜାରି ରଖିଥିଲେ। ତାହାର ପ୍ରଭାବରେ ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୮୫୫ ପଏଣ୍ଟ ବୃଦ୍ଧି ପାଇ ୭୯,୪୦୮ ପଏଣ୍ଟ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୭୩ ପଏଣ୍ଟ ବୃଦ୍ଧି ପାଇ ୨୪,୧୨୫ ପଏଣ୍ଟରେ ବନ୍ଦ ହୋଇଛି। ଆଜି କାରବାର ବେଳେ ଗୋଟିଏ ସମୟରେ ସେନ୍ସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ବଢ଼ିଥିଲା।
ସେନ୍ସେକ୍ସ ୮୫୫ ପଏଣ୍ଟ ବଢ଼ିଲା
ଗତ ସପ୍ତାହର ଉତ୍ସାହ ଚଳିତ ସପ୍ତାହରେ ମଧ୍ୟ ବଜାୟ ରହିଛି। ଏଚଡିଏଫ୍ସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର ଆର୍ଥିକ ଫଳାଫଳ ଘୋଷଣା ପରେ ସେୟାର କିଣାରେ ଉତ୍ସାହ ଦେଖିବାକୁ ମିଳିଥିଲା।
/sambad/media/media_files/2024/11/05/Wplf6TTYWpAET0jOSDo7.jpg)