ଭୁବନେଶ୍ବର,: ବ୍ୟାନ୍ ଲ୍ୟାବ୍ସ ପ୍ରାଇଭେଟ୍ ଲିମିଟେଡ୍ର ସେସାକୁ ଗୁଜରାଟ୍ ବ୍ରାଣ୍ଡ୍ ଲିଡରସିପ୍ ପୁରସ୍କାର ପ୍ରଦାନ କରାଯାଇଛି। ଅହମ୍ମଦାବାଦଠାରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପର୍ସନାଲ୍ କେୟାର-ହେୟାର କେୟାର୍ ବର୍ଗରେ ଏହି ପୁରସ୍କାର ସେସାକୁ ପ୍ରଦାନ କରାଯାଇଛି। କଂପାନି ତରଫରୁ ନିରବ ପଟେଲ୍ ସାର୍ଟିଫିକେଟ୍ ଓ ଟ୍ରଫି ଗ୍ରହଣ କରିଛନ୍ତି।
‘ସେସା’କୁ ଗୁଜରାଟ ବ୍ରାଣ୍ଡ୍ ଲିଡର୍ସିପ୍ ପୁରସ୍କାର
/sambad/media/post_attachments/wp-content/uploads/2018/10/sesa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)