ଶାଓମିର ୨ଟି ନୂଆ ଫୋନ୍

ଭୁବନେଶ୍ବର: ଏମ୍‌ଆଇ ବ୍ରାଣ୍ଡ୍‌ ନାମରେ ଭାରତରେ ଫୋନ୍ ବିକ୍ରି କରୁଥିବା ଚୀନ୍‌ର କଂପାନି ଶାଓମି ପକ୍ଷରୁ ନୂଆ ରେଡ୍‌ମି ୱାଇ୩ ଓ ରେଡ୍‌ମି ୭ ଫୋନ୍‌କୁ ଉନ୍ମୋଚନ କରାଯାଇଛି। ରେଡ୍‌ମି ୱାଇ୩ର ମୂଲ୍ୟ ୯୯୯୯ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ରେଡ୍‌ମି ୭ର ଦର ୭୯୯୯ ଟଙ୍କା ରହିଛି। ଏହି ଦୁଇ ଫୋନ୍‌କୁ ଉପସ୍ଥାପନ କରି ଆମେ ଅତ୍ୟନ୍ତ ଉତ୍ସାହିତ ବୋଲି ଶାଓମି ଇଣ୍ଡିଆର ମୁଖ୍ୟ ବାଣିଜ୍ୟ ଅଧିକାରୀ ଅନୁଜ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର