ନୂଆଦିଲ୍ଲୀ: ନ୍ୟାସନାଲ ପରମିଟ୍ ଥିବା ଗାଡ଼ିଗୁଡ଼ିକରେ ଏବେ ଆଉ ଦୁଇ ଜଣ ଡ୍ରାଇଭର ରହିବା ଆବଶ୍ୟକ ନାହିଁ। ସେହିଭଳି ଗାଡ଼ି ଗାଢ଼ ଧୂସର ରଙ୍ଗର ରଙ୍ଗର ହୋଇଥିବା ଆବଶ୍ୟକ ବୋଲି ଯେଉଁ ନିୟମ ରହିଥିଲା ତାହାକୁ ମଧ୍ୟ ସରକାର ହଟାଇ ଦେଇଛନ୍ତି। କେନ୍ଦ୍ରୀୟ ମୋଟର ଯାନ ନିୟମରେ ସଂଶୋଧନ ଆଣି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ରେ ସଂଶୋଧନ ଅଣାଯିବା ପରେ ଗାଡ଼ି ଗୁଡ଼ିକୁ ଏହି ସୁବିଧା ମିଳିଛି। ବଡ଼ ବଡ଼ ଅକ୍ଷରେ ଆଗ ଓ ପଛରେ ନ୍ୟାସନାଲ ପରମିଟ୍ ବା ଏନ/ପି ବୋଲି ଗାଡ଼ିଗୁଡ଼ିକରେ ଲେଖିବାକୁ ହେବ।
ଜଣେ ଡ୍ରାଇଭରରେ ଚାଲିବ ନ୍ୟାସନାଲ ପରମିଟ୍ ଥିବା ଗାଡ଼ି
/sambad/media/post_attachments/wp-content/uploads/2018/11/truck-272609_960_720-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)