ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଶିଶୁମାନଙ୍କ ଉପରେ ଖରାପ ପ୍ରଭାବ ପକାଉଥିବା ବିଷୟରେ ବିଶେଷଜ୍ଞମାନେ ବାରମ୍ବାର ଚେତାବନୀ ଦେଉଥିବା ବେଳେ ଆୟରଲ୍ୟାଣ୍ଡ୍ର ଏକ ଛୋଟ ସହ ଗ୍ରେଷ୍ଟୋନ୍ ତାହାକୁ ଗମ୍ଭୀରତାର ସହ ନେଇଛି। ଏହି ସହରରେ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଲାଗି ସ୍ମାର୍ଟଫୋନ୍ ନିଷିଦ୍ଧ କରାଯାଇଛି। ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ବଜାୟ ରଖିବା ଲାଗି ସ୍ମାର୍ଟଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ପିଲାମାନେ ମାଧ୍ୟମିକ ସ୍କୁଲରେ ପ୍ରବେଶ କରିବା ପରେ ସେମାନଙ୍କୁ ସ୍ମାର୍ଟଫୋନ୍ ଦିଆଯିବ।
ଆୟରଲ୍ୟାଣ୍ଡ୍ ସହରରେ ଛୋଟ ପିଲାଙ୍କୁ ସ୍ମାର୍ଟଫୋନ୍ ମନା
/sambad/media/post_attachments/wp-content/uploads/2022/10/smart-phone1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)