୩ ହଜାର ଟଙ୍କାରୁ ବି କମ୍‌ରେ ମିଳୁଛି ଏହି ସମସ୍ତ ସ୍ମାର୍ଟ୍‌ଫୋନ୍‌

ଏଗୁଡ଼ିକ ମଧ୍ୟରେ ୧୫୦୦-୨୦୦୦ ଟଙ୍କାର ଫୋନ୍‌ ମଧ୍ୟ ରହିଛି

ଯେଉଁମାନେ ସ୍ମାଟ୍‌ର୍ଫୋନ୍‌ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି କିନ୍ତୁ ବଜେଟ୍‌ ପାଇଁ କିଣିପାରୁ ନାହାନ୍ତି ତାଙ୍କ ପାଇଁ ଭଲ ଖବର। ଇ-କମର୍ସ୍‌ େଓ୍ଵବ୍‌ସାଇଟ୍‌ Shopclues ରେ ମାଇକ୍ରୋମ୍ୟାକ୍ସ୍‍, ଲାଭା, ଇଣ୍ଟେକ୍ସ୍‍ ଓ ସ୍ୱାଇପ୍‌ ଆଦି ଭଲ ବ୍ରାଣ୍ଡ୍‌ର ସ୍ମାର୍ଟ୍‌ଫୋନ୍‌ ରହିଛି, ଯାହା ୩୦୦୦ ଟଙ୍କାରୁ ବି କମ୍‌ ମୂଲ୍ୟରେ ମିଳିପାରୁଛି। ଜାଣନ୍ତୁ କେଉଁ ସବୁ ସ୍ମାଟ୍‌ର୍ଫୋନ୍‌ ଉପଲବ୍ଧ ଅଛି ଓ କ’ଣ ରହିଛି ଏହାର ଫିଚସ୍‌ର୍….

 

Courtesy: Bhaskar
ସମ୍ବନ୍ଧିତ ଖବର