ନୂଆଦିଲ୍ଲୀ: ଫ୍ରାନ୍ସର ପ୍ରଯୁକ୍ତି କମ୍ପାନି ଜୁକ୍ ପକ୍ଷରୁ ଭାରତରେ ଏକ ସୌରଶକ୍ତି ଚାଳିତ ସ୍ପିକର୍ ଉପଲବ୍ଧ କରାଯାଇଛି। ଜେଡ୍ବି-ସୋଲାର ମ୍ୟୁଜ୍ ନାମରେ ଆସିଥିବା ଏହି ସ୍ପିକର ସକ୍ପ୍ରୁଫ୍, ଓ୍ଵାଟରପ୍ରୁଫ୍ ଏବଂ ଡଷ୍ଟ୍ପ୍ରୁଫ୍। ୧୦ ମିନିଟ୍ର ସୌରଶକ୍ତି ପାଇଲେ ଏହି ସ୍ପିକରଟିରେ ନିରନ୍ତର ୩୦ ମିନିଟ୍ ପାଇଁ ମ୍ୟୁଜିକ୍ ବାଜି ପାରିବ। ଏତଦ୍ବ୍ୟତୀତ ଏହି ସ୍ପିକର୍ରେ ୩୦ ଘଣ୍ଟାର ବ୍ୟାଟେରି ବ୍ୟାକଅପ୍ ମଧ୍ୟ ରହିଛି। ଏହି ସ୍ପିକର୍ର ମୂଲ୍ୟ ୪୯୯୯ ଟଙ୍କା ରହିଛି।
ସୌରଶକ୍ତିରେ ଚାଳିତ ସ୍ପିକର
/sambad/media/post_attachments/wp-content/uploads/2018/02/zook.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)