ସୋନିର ନୂଆ ଓଏଲ୍‌ଇଡି ଟିଭି

ଭୁବନେଶ୍ବର: ସୋନି ପକ୍ଷରୁ ବଜାରରେ ବ୍ରାଭିଆ ସିରିଜ୍‌ର ନୂଆ ଓଏଲ୍‌ଇଡି ଟିଭିକୁ ଉନ୍ମୋଚନ କରାଯାଇଛି। ଏଥିରେ ଗୁଗୁଲ୍ ଆସିଷ୍ଟାଣ୍ଟ୍‌ ଓ ହ୍ୟାଣ୍ଡ୍‌ସଫ୍ରି ଭଏସ୍‌ ସର୍ଚ୍ଚର ସୁବିଧା ରହିଛି ଯାହା ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ପ୍ରଦାନ କରିବ ବୋଲି କଂପାନି ଦାବି କରୁଛି। ଏହା ବ୍ୟତୀତ ଏଥିରେ ନେଟ୍‌ଫ୍ଲିକ୍ସ ମୋଡ୍, ଡଲ୍‌ବି ଭିଜନ୍ ଓ ଡଲ୍‌ବି ଆଟମସ୍ ଭଳି ସୁବିଧା ରହିଛି। ଏହା ୫୫ ଓ ୬୫ ଇଞ୍ଚ୍ ସ୍କ୍ରିନ୍‌ରେ ଉପଲବ୍ଧ ହେଉଛି। ଏହି ସିରିଜ୍‌ର ଓଏଲ୍‌ଇଡି ମୂଲ୍ୟ ୩,୬୯,୯୯୦ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର