ସୋନିର ନୂଆ ଭିଡିଓ କ୍ୟାମେରା

ଭୁବନେଶ୍ବର,: ସୋନି ପକ୍ଷରୁ ନୂଆ ଭିଡିଓ କ୍ୟାମେରା ‘ଏଚ୍‌ଏକ୍ସଆର୍‌-ଏନ୍‌ଏକ୍ସ୨୦୦’କୁ ଉନ୍ମୋଚନ କରାଯାଇଛି। ଏହା ସହିତ ସୋନି ଏହାର ପ୍ରୋକ୍ୟାମେରା ବର୍ଗମାଳାର ବିସ୍ତାର କରିଛି। ଏହି କ୍ୟାମେରାରେ ଗ୍ରାହକମାନେ ୪କେ ଭିଡିଓ ରେକର୍ଡିଂ ସହିତ ଏକ୍ସମୋର୍‌-ଆର୍‌, ୧.୦ ଟାଇପ୍ ସେନ୍‌ସର୍‌ ଓ ଜି-ଲେନ୍‌ସ ଆଦି ସୁବିଧା ପାଇପାରିବେ। ଏହି କ୍ୟାମେରା ସହିତ ସୋନି ପ୍ରଥମ ଥର ପାଇଁ ୪କେ ଭିଡିଓ ରେକର୍ଡିଂ କ୍ଷେତ୍ରରେ ପ୍ରବେଶ କରିଛି। ଗ୍ରାହକଙ୍କ ନିମନ୍ତେ ଏହି କ୍ୟାମେରା ବିକ୍ରି ପାଇଁ ଉପଲବ୍ଧ ହୋଇଛି।

ସମ୍ବନ୍ଧିତ ଖବର