ସ୍ପେକ୍ଟ୍ରା ଭିଜନ୍‌-ଇଟିରେ ଏମ୍‌ଆଇ ସ୍ମାର୍ଟ ଟିଭି

ଭୁବନେଶ୍ବର: ବାପୁଜୀ ନଗର ସ୍ଥିତ ସ୍ପେକ୍ଟ୍ରା ଭିଜନ୍‌-ଇଟିରେ ଏମ୍‌ଆଇ ସ୍ମାର୍ଟ ଏଲ୍‌ଇଡି ଟିଭି ବିକ୍ରି ଆରମ୍ଭ କରାଯାଇଛି। କଂପାନି ପକ୍ଷରୁ ଶାଖା ପ୍ରବନ୍ଧକ ଅମିତ କୁମାର ପଣ୍ଡା ୩୨ ଇଞ୍ଚ୍‌ ଓ ୪୩ ଇଞ୍ଚ୍‌ର ଦୁଇ ପ୍ରକାର ମଡେଲ୍‌କୁ ଉନ୍ମୋଚନ କରିଛନ୍ତି। ୩୨ ଇଞ୍ଚ୍‌ ମଡେଲ୍‌ର ମୂଲ୍ୟ ୧୩,୯୯୯ ଟଙ୍କା ଓ ୪୩ ଇଞ୍ଚ୍‌ ମଡେଲ୍‌ର ମୂଲ୍ୟ ୨୩,୯୯୯ ଟଙ୍କା ରହିଛି। ଏହି ଟିଭି ସ୍ପେକ୍ଟ୍ରା ଭିଜନ୍‌ର ବାପୁଜୀନଗର, ରୂପାଲୀ ଛକ ଓ ଉତ୍ତରାଛକ ସୋ’ରୁମ୍‌ରେ ବିକ୍ରି କରାଯାଉଛି ବୋଲି ଏହାର ତତ୍ତ୍ବାବଧାୟକ ଦେବରାଜ ରଥ କହିଛନ୍ତି।

ସମ୍ବନ୍ଧିତ ଖବର