ଷ୍ଟାଞ୍ଜା ଲିଭିଂର ସମ୍ପ୍ରସାରଣ

ଭୁବନେଶ୍ବର: ଛାତ୍ରଛାତ୍ରୀମାନଙ୍କୁ ରହଣୀ ସୁବିଧା ପ୍ରଦାନ କରୁଥିବା ସଂସ୍ଥା ଷ୍ଟାଞ୍ଜା ଲିଭିଂ ପକ୍ଷରୁ ୧୦ଟି ସହରରେ ଉପସ୍ଥିତିକୁ ସମ୍ପ୍ରସାରିତ କରାଯାଇଛି। ହାଇଦ୍ରାବାଦା, ଚେନ୍ନାଇ, କୋଏମ୍ବାଟୁର, ଇନ୍ଦୋର, ବରୋଦା ଓ ଡେରାଡୁନରେ କଂପାନି ଏହାର ସେବା ଆରମ୍ଭ କରିଛି। ୨୦୧୮-୧୯ରେ ୨୦ କୋଟି ଟଙ୍କାର ରାଜସ୍ବ ହାସଲ କରିଥିବା ଏହି ସଂସ୍ଥା‌ ୨୦୨୧ ସୁଦ୍ଧା ୧ ଲକ୍ଷ୍ୟ ଶଯ୍ୟାର ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର